କାଳିଆର ଗାଧୁଆ କଥା
#ଆମ_ଠାକୁରେ_ଗାଧାନ୍ତି_କେମିତି?
#ଜଗନ୍ନାଥ_ଜଣା_ଅଜଣା
#ଜଗନ୍ନାଥ_ସଂସ୍କୃତି
ବଡ଼ ଠାକୁର ଜଗନ୍ନାଥ ଆମର। ବର୍ଷକୁ ଗୋଟିଏ ଥର ସେ ସାକ୍ଷାତ ସ୍ନାନ କରନ୍ତି। ହେଲେ ପ୍ରତିଦିନ ଅବକାଶ ବେଳେ ସେ ଗାଧାନ୍ତି, ଦାନ୍ତଘସନ୍ତି ଆଉ ଜିଭ ଛେଲନ୍ତି। କିନ୍ତୁ ମଣିମାଙ୍କ ଦେହକୁ ପାଣି ଛୁଏଁନି। ତା ହେଲେ କେମିତି ଗାଧାନ୍ତି କଳା ସାଆନ୍ତେ, ଆସନ୍ତୁ ଜାଣିବା।
#ArgusNews #Odisha #JanaAjanaJagannath