କେନ୍ଦ୍ରାପଡ଼ା ଯୁବତୀଙ୍କ ଅଶ୍ଲୀଳ ଭିଡ଼ଓ ବିଦେଶରେ ଭାଇରାଲ ଘଟଣା। କେବେ ବନ୍ଧା ହେବ ଅଭିଯୁକ୍ତ ? ପ୍ରେମ ଜାଲରେ ଫସାଇବା ପରେ ପ୍ରେମିକାର ଭିଡିଓ ଅଭିଯୁକ୍ତ ପ୍ରେମିକ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି। ପାକିସ୍ତାନ, ବାଂଲାଦେଶ ଓ ତୁର୍କିରେ ଭିଡିଓ ଭାଇରାଲ୍ ହେବା ପରେ ଘରକୁ ଫୋନ ଆସିଥିବା ଅଭିଯୋଗ କରିଛନ୍ତି ପିଡିତା
#ArgusNews #Odisha #ArgusNewsTV #Kendrapda #Love_Exposed #Vedio_Viral