କେରଳରେ ପୁଣି ଥରେ ପ୍ରକୃତିର ତାଣ୍ଡବ । ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି । ବର୍ତ୍ତମାନ ସୁଦ୍ଧା ବନ୍ୟା ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ । ଭୂସ୍ଖଳନ ଓ ବନ୍ୟା ଯୋଗୁ ଅନେକ ନିଖୋଜ । ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ଆଶଙ୍କା-ଆଇଏମଡି ।
#Kerala #Flood #heavyrains #missingPeople #10persondeath #landslides #ArgusNews