ଗତକାଲି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ସର୍ବାଧିକ 47ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଶ୍ନ ଉଠୁଛି ରାଜ୍ୟରେ କାହିଁକି ବଢୁଛି ମୃତ୍ୟୁ ସଂଖ୍ୟା ? ଦୈନିକ 10 ହଜାର ଉପରକୁ ସଂକ୍ରମଣ ଥିବା ବେଳେ 30 ଭିତରେ ଥିଲା ମୃତ୍ୟୁ ସଂଖ୍ୟା । #ArgusNews #Odisha #ArguNewsTV #covid #coronadeath