#ଚାଲିଛି_ପାର୍ବଣର_ଋତୁ
#ଧରାପୃଷ୍ଠକୁ_ଅବତରଣ_କରିବେ_ମା_ଧନଦାତ୍ରୀ
ମା' ଦୁର୍ଗାଙ୍କ ମେଲାଣି ପରେ ଆରମ୍ଭ ହେବ ମା' ଗଜଲକ୍ଷ୍ମୀଙ୍କ ପୂଜା । ଧରାପୃଷ୍ଠକୁ ଅବତରଣ କରିବେ ମା' ଧନଦାତ୍ରୀ । ଏନେଇ ଢେଙ୍କାନାଳରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । କାରିଗରମାନେ ମାଆଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି । ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ସଜାସଜ୍ଜା ବି ସରିଲାଣି ।
#Dhenkanal #GajaLaxmiPuja #festival #preparation #Odisha #ArgusNews