ଚାଷୀଙ୍କ ଉପରେ ମରୁଡି ମାଡ଼ । ପାଣି ଅଭାବରୁ କ୍ଷେତରେ ସଢୁଛି ପନିପରିବା । ବଲାଙ୍ଗିର ବାବୁପାଲିରେ ବାଇଗଣ କ୍ବିଣ୍ଟାଲକୁ ୫୦ ଟଙ୍କାରେ ବିକି ଚାଷୀ ହତାଶ । ସେପଟେ କିନ୍ତୁ ରାଜଧାନୀରେ ବାଇଗଣ କେଜି ପ୍ରତି ୫୦ ଟଙ୍କା । ଯାହାକୁ ନେଇ ଚିନ୍ତାରେ ଖାଉଟି ।
#Balangir #Losingha #brinjalfarmer #FarmersProblem #Odisha #ArgusNews