ନବଜାତ ଶିଶୁପୁତ୍ରକୁ ହରାଇ ବାହୁନି ବାହୁନି କାନ୍ଦୁଛି ମାଆ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ । ଆନନ୍ଦପୁର ଉପଖଣ୍ଡ ବଣିଆପଙ୍କ ଗାଁର ରୁକ୍ମଣୀ ମାଣିକଙ୍କ ଶୁକ୍ରବାର ଦିନ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
#Anandpur #SubDivisional #Hospital #RukminiManik #newbornbabyboy #Odisha #ArgusNews