#ଚିକିତ୍ସା_ପାଇଁ_ଅର୍ଥ_ସାଜୁଛି_ବାଧକ
ଦିନଥିଲା ଜଣେ ମେଧାବୀ ଛାତ୍ର ସାଙ୍ଗକୁ ଭଲ ଚିତ୍ର କର ମଧ୍ୟ ଥିଲେ। କିଛି ରୋଜଗାର କରି ଯେଉଁ ବୟସରେ ନିଜ ପରିବାରର ବୋଝକୁ ହାଲୁକା କରିବା ପାଇଁ ନିଜେ ଦାୟିତ୍ଵ ନେବା କଥା ସେହି ବୟସରେ ସେ ଏବେ ଅସହାୟ ଅବସ୍ଥାରେ ଶଯ୍ୟାଶାୟୀ ।
#ArgusNews #Odisha #ArgusNewsTv #Gajapati #Mohana #helpless