#ଜ୍ୟୋତିଙ୍କ_ସହ_ବିଦ୍ୟାଭାରତୀଙ୍କ__ସମ୍ପର୍କ_କଣ
#ଜ୍ୟୋତିଙ୍କୁ_ବଢିଲା_ସସପେନ୍ସ
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ନୋଟବୁକରେ ଥିବା ଅକ୍ଷୟ ନାମକ ବ୍ୟକ୍ତି କିଏ ତାକୁ ନେଇ ଦ୍ବନ୍ଦ୍ବ ଦୂର ହୋଇନଥିବା ବେଳେ ଜ୍ୟୋତି ନାମକ ଏକ ବ୍ୟକ୍ତିଙ୍କୁ ନାଁ ପୁଣି ସାମ୍ନାକୁ ଆସିଛି I
#ArgusNews #ParalakhemundiACF #SomyaRanjan #Gajapati #BidyaBharati #Odisha