#ଟାଙ୍ଗିଆ_ରେ_ହାଣି_ଯୁବକ_କୁ_ବିଭତ୍ସ_ହତ୍ୟା !
ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା ପଂଚାୟତ ସମାନ୍ତରାୟପୁର ରେ ଘଟିଛି ଘଟଣା। ଗ୍ରାମରେ ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଘଟିଛି ଏହି ହତ୍ୟାକାଣ୍ଡ। ମୃତ ବ୍ୟକ୍ତିଙ୍କ ନାମ ଗୌତମ ସ୍ୱାଇଁ। ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସର ତଦନ୍ତ ଜାରି
#ArgusNews #Odisha #ArgusNewsTV #Cuttack #Banki #YouthMurder