#ଡିସିପି_ବଢିଆ_ଲୋକ
ପଟିଆ ଷ୍ଟେସନ ରେ ଏକ ଶିଶୁ ପୁତ୍ର ମିଳିବା ପରେ ଶିଶୁ ପୁତ୍ରକୁ ଗ୍ରହଣ କରିଥିଲେଏକ ଦମ୍ପତି । ଏହି ଦମ୍ପତିଙ୍କୁ ପୁଣି ଥରେ ସେହି ଶିଶୁପୁତ୍ରଙ୍କୁ ପାଳନ କରିବା ପାଇଁ ଭୁବନେଶ୍ବର ଡିସିପି ଙ୍କୁ ଅନୁରୋଧ କରିଛନ୍ତି ବିଧାୟକ ସୁର ରାଉତରାୟ ।
#ArgusNews #ArgusNewsTV #Odisha #SuraRoutaray