ଦୁର୍ଗମରେ ଫେଲ ମାରିଛି ବିଜୁ ସଡକ ଯୋଜନା
ଦଶପଲ୍ଲା ବ୍ଲକର ୧୭ଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣଯନ୍ତା
ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଘୁଗୁଡ଼ିପଡା, କଦଳିବାରୀ ଓ ଶରଧାପୁର ଆଦି 17ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତାର ହାଲ ବେହାଲ I ଘଞ୍ଚ ଜଙ୍ଗଲ ଭିତରେ ଥିବା ଏହି କାଦୁଅ ପଚ ପଚ ଅଣଓସାରିଆ ରାସ୍ତା ପାଲଟିଛି ଗମନାଗମନର ମାଧ୍ୟମ।
#Odisha #ArgusNews #Nayagarh #RoadProblem #NoRoad #BijusadakaYojana