#ନାମକୁ_ମାତ୍ର_ସରପଞ୍ଚ
#ଜାଣି_ନାହାନ୍ତି_ବ୍ଳକ_କାର୍ଯ୍ୟାଳୟ
ଜାଣି ନାହାନ୍ତି କେମିତି ଚାଲିଛି ଉନ୍ନତି ମୂଳ କାର୍ଯ୍ୟ । ଦରକାର ହେଲେ ଦସ୍ତଖତ ନେଇ ଯାଆନ୍ତି ଅଫିସର ।
ସଂରକ୍ଷିତ ଆସନରେ କେହି ପ୍ରାଥୀ ନ ମିଳିବାରୁ ଦଳିତ ବର୍ଗର ହେମ ନାୟକ ସରପଞ୍ଚ ହୋଇଥିଲେ। ହେମଙ୍କ ସ୍ବାମୀ ପଞ୍ଚାୟତର ଅଫିସରେ ପିଅନ ଭାବେ କାମ କରନ୍ତି। କିନ୍ତୁ ଦୁହେଁ ଜାଣନ୍ତିନି ପଞ୍ଚାୟତରେ କେମିତି ହେଉଛି କାମ।
#ArgusNews #ArgusNewsTV #Odisha #Khalikote #Sarpanch