#ତିନି_ମାସ_ବି_ଗଲାନି_ରାସ୍ତା
ଦୁର୍ଗମ ଅଞ୍ଚଳରେ ଫେଲ୍ ମାରୁଛି ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା l ନିମ୍ନମାନର କାମକରି ଠିକାସଂସ୍ଥା ମାଲାମାଲ୍ l ଦୁର୍ଗମ ଅଞ୍ଚଳରେ କରାଯାଉଥିବା ପ୍ରଧାନମନ୍ତ୍ରୀ ସେଡ଼କ ନିର୍ମାଣରେ କରାଯାଉଛି ନିମ୍ନ ମାନର କାମ l
#Rayagada #roadissue #pradhanmantriroadyojana PMO India #Odisha #ArgusNews