ବାଲେଶ୍ବର ନୀଳଗିରିରେ ହାତୀ ଆତଙ୍କ । ଶାଲବଣି ଗାଁରେ ପଶିଲା ଝାଡ଼ଖଣ୍ଡୀ ଦନ୍ତା ହାତୀ। ଗାଁରେ ଆତଙ୍କ ଖେଳାଇବା ସହ ଘର ଭାଙ୍ଗିଲେ ହାତୀ । ମୟୁରଭଞ୍ଜର ଭୀମଦା ପରେ ନୀଳଗିରିର ମହିସାପଟାରେ ହାତୀ ଆତଙ୍କ । ଗୁରୁବାର ରାତିରେ ଶାଳବଣି ଗାଁରେ ପଶିଥିଲା ଝାଡ଼ଖଣ୍ଡୀ ଦନ୍ତା ହାତୀ।
#ArgusNews #Odisha #Balasore #Nilagiri #Elephant #ElephantTerror