ପୁଣି ପଦାରେ ପଡିଲା କଂଗ୍ରେସର ମିଛ ପ୍ରଚାର। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବୟାନକୁ ମୋଡି ଭ୍ରତ ସୃଷ୍ଟି କରିବାକୁ ଯାଇ କଂଗ୍ରେସ କହିଲା ଖୋଲା ମିଛ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ କହିଲେ, ରାଜ୍ୟ ଏବଂ କେନ୍ଦ୍ର ତଥ୍ୟ ଉପଲବ୍ଧ କରାଇ ନାହାନ୍ତି। କଂଗ୍ରେସ ମିଛ ପ୍ରଚାର କରିବାକୁ ଯାଇ କହିଲା, ସରକାର ଆକ୍ସିଜେନ ଅଭାବ ଜନିତ ମୃତ୍ୟୁ ଉପରେ ମିଛ କହୁଛନ୍ତି।
#ArgusNews #ArgusNewsTV #Odisha #Congress #RajyaSabha #NoCovidDeath