#ଟୋପାଏ_ପାଣି_ପାଇଁ_କରିବାକୁ_ପଡୁଛି_ସଂଘର୍ଷ
ପାଣି ପାଇଁ ଲମ୍ବା ଲାଇନ୍ । ପାଣି ମୁନ୍ଦେ ପାଇଁ ଘଣ୍ଟା ଘଣ୍ଟା କରିବାକୁ ପଡୁଛି ଅପେକ୍ଷା । ଇଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁଣ୍ଡୁରିଗୁଡା ଗାଁର।
#Malkangiri #waterproblems #PublicIssue #Durgamaodisha #Odisha #ArgusNews