ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ବାତ୍ୟା ୟଶ ପ୍ରଭାବରେ ଅନେକ କ୍ଷୟକ୍ଷତି ଘଟିଛି । ବାତ୍ୟାକୁ ଦୁଇଦିନ ବିତିଯାଇଥିଲେ ମଧ୍ୟ ଅନେକ ଗ୍ରାମ ଏବେବି ପାଣି ଘେରରେ ରହିଛି । ଖବର ପାଇ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଏବଂ ତାଙ୍କର କର୍ମୀମାନେ ପରିବାରଙ୍କୁ ଭେଟି ରନ୍ଧା ଖାଦ୍ୟ ସାମଗ୍ରୀ ଦେବାସହିତ ପରିବାରଙ୍କୁ ଆଶ୍ୱସ୍ତି ଦେଇଥିଲେ...
#ArgusNews #Odisha #Balasore #Simulia #CycloneEffects #BJP