ଗଜପତି ଜିଲ୍ଲାରେ କୋଭିଡ ପରିଚାଳନା ଠିକ୍ ସେ ହେଉନଥିବା ସହ ଆବଶ୍ୟକ ଅନୁସାରେ ଅକ୍ସିଜେନ୍ କିମ୍ବା ଭେଣ୍ଟିଲେଟର କୋଭିଡ ହସ୍ପିଟାଲରେ ସୁବିଧା ନାହିଁ ଏ ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ।
#ArgusNews #ArgusTv #Odisha #Parlakhamundi #Covid_Hospital #Gajapati