#ପାହାଡି_ଗାଁରେ_ସଫଳ_ହୋଇଛି_କାଙ୍କଡ଼_ଚାଷ !
ଉତ୍ପାଦିକା ଦଳ ମାଧ୍ୟମରେ ଆରମ୍ଭ ହୋଇଛି ଦେଶୀ କାଙ୍କଡ଼ ଚାଷ । ଟମାଟୋ ଚାଷରୁ କ୍ଷତି ସହିଥିବା କେନ୍ଦୁଝର ସଦରବ୍ଲକ ସିଲି ସୁଆଁ ଗାଁର ମହିଳା ମାନେ ବୈତରଣୀ ଗୁପ୍ତଗଙ୍ଗା ଉତ୍ପାଦିକା ଦଳ ଜରିଆରେ ପରୀକ୍ଷାମୂଳକ ଭାବେ ୫୦ ଡ଼ିସିମିଲ ଜମିରେ କାଙ୍କଡ଼ ଚାଷ କରି ଅତିରିକ୍ତ ଦୁଇପଇସା ରୋଜଗାରରେ ସଫଳ ହେବାକୁ ଅଂଟା ଭିଡିଛନ୍ତି
#ArgusNews #Odisha #ArgusNewsTV #Keonjhar #KankadaChasa #WomenFarmer #successfulFarmer #GoodNews