#ପୁଣି_ବିବାଦରେ_ଉଲିବୁର !
କାଠମାଫିଆଙ୍କ ସୁରକ୍ଷାରେ ବନବିଭାଗ। ପଦା ହେଉଛି ଜଙ୍ଗଲ। କେନ୍ଦୁଝର ଉଲିବୁର ସଂରକ୍ଷିତ ଜଙ୍ଗଲର ଏକର ଏକର ଜମିରୁ ଗଛ କାଟି ପଦା କରାଯାଉଛି। କାଠ ମାଫିଆ ଦିନ ରାତି ଜଙ୍ଗଲରୁ ମୂଲ୍ୟବାନ କାଠ କାଟି ନେଉଥିବା ବେଳେ ବନବିଭାଗ କହୁଛି ଗ୍ରାମବାସୀ ପଦା କରୁଛନ୍ତି ଜଙ୍ଗଲ
#ArgusNews #Odisha #ArgusNewsTV #NewsChannel #keonjhar #Mafia #Forest