ପୂର୍ତ୍ତ ବିଭାଗ ରେ ଚାଲିଛି ଟେଣ୍ଡର ଫିକ୍ସିଂ । ଟେଣ୍ଡର ଫିକ୍ସିଂ ଙ୍କୁ ବିରୋଧ କରି SDO କାର୍ଯ୍ୟାଳୟ ରେ ଶୋଇଲେ ଠିକା ଦାର ।ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ଜଳେଶ୍ବର ପୂର୍ତ୍ତ ବିଭାଗର କିଛି ଠିକାଦାର । ଟେଣ୍ଡର ପ୍ରକ୍ରିୟା ଅନ୍ଲାଇନ ନକରି ଅଫ ଲାଇନ କରି କିଛି ମୁଷ୍ଟିମେୟ ଠିକାଦାର ଙ୍କୁ କାମ ଦିଆ ଯାଇଛି । ଯାହାର ପ୍ରତିବାଦରେ ଆଜି ପୂର୍ତ୍ତ ବିଭାଗ SDO କାର୍ଯ୍ୟାଳୟ ଅଫିସ ଭିତରେ ଶୋଇ ରହିଥିବା ଦେଖିବାକୁ ମିଳିଛି ।
#Baleswar #jaleswar #tenderfixing #Odisha #ArgusNews