ଆଜି ପହଲି ରଜ । ଓଡିଆଙ୍କ ବଡ ପର୍ବ ରଜ ପର୍ବ ଆଜି କରୋନା କଟକଣା ମଧ୍ୟରେ ଯେମିତି ଫିକା ପଡିଯାଇଛି । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ରଜ ଫିକା ପଡିଛି । ଗାଁ ଦାଣ୍ଡ ସିନା ଫିକା ପଡିଛି ହେଲେ ଘରେ ରହି ଏହି ରଜକୁ ପାଳନ କରୁଛନ୍ତି ।
#ArgusNews #ArgusNewsTv #Odisha #Bhadrak #Raja_Parba