ପ୍ରେମ ପାଇଁ ବାଜି ଲାଗୁଛି ଜୀବନ । କେଉଁଠି ମୁଣ୍ଡ ଗଡୁଛି ତ ଆଉ କେଉଁଠି ନିଆଁ ଲାଗୁଛି । ଗତ କିଛି ଦିନ ଭିତରେ ଘଟିଥିବା ଚର୍ଚ୍ଚିତ ଅପରାଧ ଗୁଡିକ ପ୍ରେମ ଓ ପରକୀୟ ପ୍ରୀତି ଯୋଗୁଁ ଘଟିଥିବା ବେଳେ ଏହାର କାରଣ କହିଛନ୍ତି ମନସ୍ତତ୍ତ୍ୱ ବିତ୍ ।
#ArgusNews #Odisha #Bhubaneswar #deathforlove