ବଂଶଧାରା ଜଳକୁ ନେଇ ଆନ୍ଧ୍ର ଓ ଓଡିଶାର ବିବାଦ ତେଜିଲା । ବଂଶଧାରା ଟ୍ରିବ୍ୟୁନାଲ ରାୟ ଓଡିଶା ବିପକ୍ଷରେ। କ୍ଷତିଗ୍ରସ୍ତ ଅଞ୍ଚଳକୁ ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ କମିଟିର କ୍ଷତି ଗ୍ରସ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି ।
#ArgusNews #ArgusNewsTV #Odisha #Gajapati #BanshadharaTribunal