ବଢି ଚାଲିଛି ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ସମ୍ପତ୍ତି । ଆଶାତୀତ ଭାବେ ବଢି ଚାଲିଛି ତାଙ୍କର ସମ୍ପତ୍ତି ତାଲିକା । ଆଉ ଏପରି ଅଭିଯୋଗରେ ଲୋକାୟୁକ୍ତରେ ହୋଇଛି ମାମଲା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କୁଶୁଡ଼ା ଗ୍ରାମର ବାସିନ୍ଦା ଶିବଶଙ୍କର ଦାସମହାପାତ୍ର ରାଜ୍ୟ ଲୋକାୟୁକ୍ତରେ ମାମଲା ଦାୟର କରିଛନ୍ତି ।
#Balasore #Bhograi #MLA #AnantDas #property #OdishaCM #Odisha #ArgusNews