ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୨ ହଜାର ଉପରେ। ଏ କ୍ୟାଟାଗୋରୀରେ ୨୦ ଜିଲ୍ଲା ଥିବାବେଳେ ବଲାଙ୍ଗୀର ଜିଲ୍ଲା ମଧ୍ୟ ରହିଛି। ସକାଳ ୬ଟା ରୁ ରାତି ୮ଟା ପର୍ଯ୍ୟାନ୍ତ ଦୋକାନ ବଜାର ଖୋଲାଯାଉଛି। ଏହା ସତ୍ବେ ବଲାଙ୍ଗୀର ଡେଲି ମାର୍କେଟରେ ପ୍ରବଳ ଭିଡ ଜମୁଛି। ମୁହଁରେ ମାସ୍କ ବଦଳରେ ଥୋଡିରେ ମାସ୍କ ରହୁଛି।
#ArgusNews #ArgusNewsTV #Odisha #Balangir #crowd