#ଟିକି_ଚଢେଇର_ବଡ_ସଂନ୍ଦେଶ
#ଜୀବନ_ଏକ_ସଂଘର୍ଷ
ବାଇଚଢେଇ ଦିଏ ଉପଦେଶ । ଜୀବନ ଏକ ସଂଘର୍ଷ । ବଞ୍ଚିବାର ବାଟ ଦେଖାଏ ବାୟା ବସା । ପ୍ରକୃତିର ସୃଷ୍ଟିରେ ପକ୍ଷୀ ବି ସାଜିପାରେ ଧୂରୀଣ ଶିଳ୍ପୀ । ଇଞ୍ଜିନିୟର ପରି ତିଆରି କରିପାରେ ରହଣି ସ୍ଥାନ ।
#ArgusNews #ArgusNewsTV #Odisha #BaichadheiBasa #Puri #Bramhagiri