ମନମତାଣିଆ କିଚିରିମିଚିରି ଶବ୍ଦ କହୁଛି ଆମେ ଏଇଠି ଅଛୁ। ଗାଁ ମୁଣ୍ଡ ତାଳ ଓ ଖଜୁରି ଗଛରେ ଝୁଲୁଛୁ। ଆସ ଆମକୁ ଦେଖ। ଆମେ କହୁଥିବା କଥାର ନାୟକ ଆଉ ନାୟିକା ହେଉଛନ୍ତି ଏଇ ଶତାଧିକ ବସାରେ ଓହଳି ଝୁଲୁଥିବା ବାଇ ଚଢେଇ। ଦୃଶ୍ୟ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ନିଖିରାଗୋବିନ୍ଦପୁର।
#puri #Brahmagiri #WeaversBirds #home #Odisha #ArgusNews