ଓଡିଶାର ସମସ୍ତ ଶକ୍ତିପୀଠରେ ମାଙ୍କ ଷୋଳ ପୂଜା ହେଉଥିବା ବେଳେ ବାଙ୍କୀର ଆରାଧ୍ୟା ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ମୂଳାଅଷ୍ଟମୀ ଠାରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତ ସହିତ ଚାଲିଥାଏ ମାଙ୍କ ଷୋଳ ଦିନାତ୍ମକ ପୂଜା । ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ମା ଚର୍ଚ୍ଚିକାଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଛି । ଆସନ୍ତୁ ଦେଖିବା କଣ ରହିଛି ଭକ୍ତମାନଙ୍କ ପ୍ରତିକ୍ରିୟା
#Cuttack #Banki #MaaCharchika #DurgaPuja #Tradition #Rituals #Odisha #ArgusNews