କ୍ରାଇମବ୍ରାଞ୍ଚର ଦ୍ବିତୀୟ ଦିନର ତଦନ୍ତରେ ପ୍ରତିକ୍ରିୟା ରଖିଲେ ଆଡିସନାଲ ଏସି ପ୍ରଶାନ୍ତ ବିଶୋଇ । କ୍ରାଇମବ୍ରାଞ୍ଚ ଆଜି ଦ୍ବତୀୟ ଦିନ ତଦନ୍ତ ଆରମ୍ଭ କରିଛନ୍ତି । ଆଜି ପୁଣି ଚାନ୍ଦିପୁର ଥାନା ଯାଇ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ତଥ୍ୟ ସଂଗ୍ରହ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି
#Balasore #Chandipur #Crimebranch #DRDO #Odisha #ArgusNews