ବିଳମ୍ବରେ ହେଲେ ମଧ୍ୟ ଭାଙ୍ଗିଛି ନିଦ । ରାଜ୍ୟର ଏକ ମାତ୍ର ଶିଶୁରୋଗ ଚିକିତ୍ସା କେନ୍ଦ୍ର ଶିଶୁ ଭବନକୁ ସଂମ୍ପର୍ଣ୍ଣ କୋଭିଡ ହସ୍ପିଟାଲରେ ପରିଣତ ହେବ । କୋରନାର ତୃତୀୟ ଲହରୀରେ ଶିଶୁ ମାନଙ୍କୁ ଆକ୍ରାନ୍ତ ହେବାର ସମ୍ଭାବନାକୁ ଦେଖି ଏ ଭଳି କିଛି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।
#ArgusNews #ArgusUpdate #Odisha #covid #Corona3rdWave