ବ୍ରହ୍ମପୁର ଏମକେସିଜି ମେଡିକାଲର ଅସ୍ଥି ଶଲ୍ୟା ବିଭାଗରେ ସାଂଘାତିକ ଅବ୍ୟବସ୍ଥା। ଅପରେସନ ଥିଏଟରରେ ଏକ ସ୍ବତନ୍ତ୍ର ଧରଣର ଲାଇଟ ନ ଥିବାରୁ ୧୫ ଦିନ ହେଲା ଅପରେସନ ହୋଇପାରୁନି । କେବେ ସେ ଲାଇଟ ମରାମତି ହେବ, ତାହା ଡାକ୍ତର କହିପାରୁନଥିବା ବେଳେ ରୋଗୀ ବେଡ଼ରେ ପଡି ଛଟପଟ ହେଉଛି।
#Odisha #ArgusNews #MKCG #Hospital #Ganjam #orthopedics