ପ୍ରକାଶ ପାଇଥିବା ନିତୀ ଆୟୋଗଙ୍କ ରିପୋର୍ଟ କହୁଛି କ୍ଷୁଧାମୁକ୍ତ ନୁହେଁ ଓଡ଼ିଶା। କ୍ଷୁଧା ଇଣ୍ଡେକ୍ସରେ ତଳଆଡୁ ସପ୍ତମରେ ରାଜ୍ୟ। ସେପଟେ ଆଜି ଆସିଥିବା କିଛି ଦୃଶ୍ୟ ଏବଂ ପୂର୍ବରୁ ଆସିଥିବା ଦୃଶ୍ୟ ନିତୀ ଆୟୋଗଙ୍କ ରିପୋର୍ଟକୁ ପ୍ରମାଣିତ କରୁଛି
#ArgusNews #Odisha #NewsChannel #ArgusNewsTV #Niti_Ayoga #hungry #index_Report