ଆଜି ହୋଇଥାନ୍ତା ବାହାଘର, କିନ୍ତୁ ଭାବି ସ୍ବାମୀ ଘର ଆଗରେ ନବବଧୁ ବେଶରେ ଧାରଣା ଦେଲା କନ୍ୟା । ସକାଳୁ ବର୍ତ୍ତମାନ ଯାଏଁ ଧାରଣାରେ ବସିଛନ୍ତି ନବବଧୁ । ବ୍ରହ୍ମପୁର ବ୍ରହ୍ମାନଗର ଦ୍ଵିତୀୟ ଲାଇନ ଠାରେ ସ୍ବାମୀର ଘର ଆଗରେ ନବବଧୁର ଧାରଣା । ପୂର୍ବରୁ ଏଦୁହିଁଙ୍କ କୋର୍ଟରେ ବିବାହ ହୋଇଥିଲା ।
#newbride #strike #Dharna #Berhampur #cheated #groom #Odisha #ArgusNews