ଭାରତ ଓ ଆମେରିକା ମଧ୍ୟରେ ଚାଲିଛି ସାମରିକ ଅଭ୍ୟାସ । ଏଥିପାଇଁ ବଛାଯାଇଛି ବରଫାବୃତ୍ତ ଆଲାସ୍କାର ବିଭିନ୍ନ ଅଂଚଳ। ପ୍ରତିକୂଳ ପରିସ୍ଥିତିରେ କିପରି ସୈନ୍ୟଙ୍କ ମନୋବଳ ବୃଦ୍ଧି କରାଯିବା ସହିତ ଶତ୍ରୁର ମୁକାବିଲା କରିହେବ ଆମେରିକା ସୈନ୍ୟଙ୍କ ସହ ମିଶି ତା’ର ଅଭ୍ୟାସ ଚଳେଇଛନ୍ତି ଭାରତୀୟ ସୈନିକ। ଏହି ନାଁ ଦିଆଯାଇଛି ‘ଯୁଦ୍ଧ ଅଭ୍ୟାସ’।
#militaryexercise #military #IndianArmy #alaska #AlaskaMilitaryExercise #IndiaUSMilitaryExercise