#ଭାରତ_ବାହରିନ୍_କୂଟନୈତିକ_ସମ୍ପର୍କକୁ_୫୦ବର୍ଷ_ପୂରଣ
#ଆଡମ୍ବରପୂର୍ଣ୍ଣ_କାର୍ଯ୍ୟକ୍ରମରେ_ଲୋକାର୍ପିତ_ହେଲା_ସ୍ବତନ୍ତ୍ର_ଲୋଗୋ
ଭାରତ-ବାହରିନ ସମ୍ପର୍କ ବହୁ ପୁରାତନ। ୫୦୦୦ବର୍ଷ ପୂର୍ବର ଦିଲମୁନ୍ ସଭ୍ୟତା ଏବଂ ଇଣ୍ଡସ୍ ଭ୍ୟାଲି ସଭ୍ୟତା ବେଳରୁ ହିଁ ଉଭୟ ଦେଶ ମଧ୍ୟରେ ରହି ଆସିଛି ନିବିଡ ସମ୍ପର୍କ। କେବଳ ସାମାଜିକ ନୁହେଁ ବ୍ୟବସାୟ ବାଣିଜ୍ୟ ଠାରୁ ଆରମ୍ଭ କରି ସାଂସ୍କୃତିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି।
#Bahrain #Odisha #India #ArgusNews #DiplomaticRelationship #KingdomOfBahrain #logo #indiaBahrainLogo #inaguration