#ଭୁବନେଶ୍ବରକୁ_ଫେରିଲା_କଣ୍ଟେନମେଣ୍ଟ
ଫରେଷ୍ଟ ପାର୍କ ଅଂଚଳରେ ଥିବା ରାଜେନ୍ଦ୍ର ବିହାର ଅପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ୱାର୍ଡ ନମ୍ବର 52 ଫୋରେଷ୍ଟ ପାର୍କ ଅଞ୍ଚଳରେ ଏକାଧିକ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ସେ ଅଂଚଳକୁ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲାଗିଛି ।
#Bhubaneswar #BMC #contentment #rajendrabihar #appartment #COVID19 #coronavirus #satarupa #Chinmayi #Odisha #ArgusNews