ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ କଳିଙ୍ଗ ରେଳ ସଂଗ୍ରହାଳୟ"ର ଉଦ୍ଘାଟନ କରିଛନ୍ତି । ଭାରତୀୟ ରେଳ ବିଶେଷ ଭାବେ ପୂର୍ବ ତଟ ରେଳପଥର ଏକ ସମୃଦ୍ଧ ଏବଂ ଚମତ୍କାର ଇତିହାସ ରହିଛି ।
#bhubaneswar #EastCoastRailway #Generalmanager #VidyaBhushan #KalingaRailwayMuseum #Odisha #ArgusNews