ଭୂତ କରୁଛି ମନରେଗା କାମ । ୧୦ ବର୍ଷ ତଳୁ ମୃତ ଲୋକ କାମ କରୁଛି ଆଉ ଟଙ୍କା ବି ନେଉଛି । ପ୍ରଶାସନର ନିରବଦ୍ରଷ୍ଟାକୁ ନେଇ ଉଠୁଛି ପ୍ରଶ୍ନ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୋଡାମରାଇ ପଂଚାୟତର ଧୋବା ପୋଖରୀ ମନରେଗା ଯୋଜନାରେ କାମ ନହୋଇ ଟଙ୍କା ହଡ଼ପ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
#Cuttack #Mahanga #MGNREGAscam #Corruption #Odisha #ArgusNews