ଗଦା ହୋଇଛି ଭଳିକିଭଳି ସେବତୀ, କହମ୍ବ ଆଉ ସୂର୍ଯ୍ୟମୁଖୀ ଫୁଲ । ସେତେ ଯେମିତି କିଏ ସଦ୍ୟ ଗଛରୁ ତୋଳି ଏଇଠି ଏକାଠି କରିଛନ୍ତି କାଳିଆ ଠାକୁରଙ୍କ ପାଇଁ । ବାସ୍ତବରେ ଭ୍ରମ ସୃଷ୍ଟି କରୁଥିବା ଏସବୁ କିନ୍ତୁ ସୋଲରେ ତିଆରି । ଆଉ ଏଇ ସୋଲଫୁଲ ଲାଗିହେବ । ଆମ କାଳିଆ ଠାକୁରଙ୍କ ସେବାରେ ।
#Puri #RathYatra #JagannathTemple #flowers #Odisha #ArgusNews