ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ । ଜେରା ବେଳେ ସତ କଥା କହିଲା ଗୋବିନ୍ଦ ସାହୁ । ହତ୍ୟାରେ ଏକାଧିକ ଲୋକ ଥିଲେ ନିୟୋଜିତ । ଦୁଇ ମୁଖ୍ୟ ସନ୍ଦିଗ୍ଧଙ୍କୁ ଖୋଜୁଛି ବଲାଙ୍ଗୀର ପୋଲିସ । ହତ୍ୟା କଥା ସ୍ଵୀକାର କରିଥିବା ସୂଚନା ଦେଲା ବଲାଙ୍ଗୀର ପୋଲିସ ।
#BigBreaking #mamitamurdercase #GobindaSahoo #Kalahandi #Odisha #ArgusNews