୧୩ ତାରିଖନେ କଲାହାଣ୍ଡିର୍ ମାଁ ମାଣିକେଶ୍ବରୀଙ୍କର୍ ପ୍ରଶିଦ୍ଧ ଛତର ଯାତ୍ରା । 12 ତାରିଖନେ ଭବାନିପାଟଣା ସହରନେ ଲାଗୁହେବା 144 ଧାରା । କରୋନା କଟକନା ଭିତରେ ବାହାରିବା ମା'ଙ୍କର ପ୍ରତିମା ଛତର । ବଳି ପ୍ରଥା ବନ୍ଦ ଲାଗିର୍ ଜିଲ୍ଲା ପ୍ରଶାସନ୍ ନିବେଦନ୍ କରବାର ସାଙ୍ଗେ ଲୁକମାନକେ ସଚେତନ କରଉଛେ
#Kalahandi #Bhawanipatna #Manikeswari #chhataryatra #Tradition #Odisha #ArgusNews