ପ୍ରଥମେ ଅପହରଣ...ତାପରେ ମୁଣ୍ଡ ଜାମିନ ପାଇଁ ଟଙ୍କା ଆଦାୟ ।
ଦୁଇ ଦିନର ନିରବଛିନ୍ନ ନିର୍ଯାତନା । ଏହା କେଉଁ ହାର୍ଡକୋର ଅପରାଧୀର କାମ ନୁହେଁ ବରଂ ଏକ ତଥାକଥିତ ୱେବ ଚ୍ୟାନେଲ ମାଲିକ ଓ ମହିଳା ସାମ୍ବାଦିକାଙ୍କ କାରନାମା ।
#ArgusNews #Odisha #Moneylaundering #Webchannel #reporter #journalist