#ମୁଖ୍ୟମନ୍ତ୍ରୀ_ଯାଜପୁର_ବାସୀଙ୍କୁ_ଦେଖେଇଥିବା
#ସ୍ବପ୍ନ_ବାସ୍ତବତା_ଠାରୁ_ବହୁ_ଦୂରରେ
ଯାଜପୁରରେ ତିଆରି ହେବ ନୂଆ ବସ ଷ୍ଟାଣ୍ଡ ଆଉ ଏହା ଲୋକଙ୍କ କାମରେ ଆସିବ । ୨୦୧୮ ମସିହାରେ ଯାଜପୁର ବାସୀଙ୍କୁ ଏମିତି କିଛି ସ୍ବପ୍ନ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଆଜିବି ଯାଜପୁର ବାସୀ ଦୀର୍ଘ ବର୍ଷର ପୁରୁଣା ବସଷ୍ଟାଣ୍ଡ ଉପରେ ନିର୍ଭର କରୁଛନ୍ତି ।
#jajpur #newbusstand #inauguration #CMOOdisha #Odisha #ArgusNews