#ରାଜଗାଙ୍ଗପୁର_ପାଇଁ_ଗର୍ବ_ଆଣିଲେ_ଅଭିଷେକ
ବାଂଲାଦେଶ ସହିତ ସର୍ବଭାରତୀୟ ଭିନ୍ନ କ୍ଷମ କ୍ରିକେଟ ସିରିଜର ସମ୍ଭାବ୍ୟ ଦଳର ପାଇଲେ ସ୍ଥାନ । କ୍ରିକେଟ ପ୍ରେମୀଙ୍କ ମହଲରେ ଖୁସିର ଲହରୀ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ରହୁଥିବା ଦିବ୍ୟାଙ୍ଗ ଯୁବକ ଅଭିଷେକ ଶୁକ୍ଳା ।
#ArgusNews #ArgusNewsTV #Odisha #Sundergarh #Cricket #Handicapped #Proud