ରାଜଧାନୀରେ ଦେଖିବାକୁ ମିଳୁଛି ବୁଲବୁଲ ଚଢେଇ । ଭୁବନେଶ୍ୱରର ନୀଳାଦ୍ରି ବିହାର ଅଂଚଳର ବିଶ୍ୱଜିତ ପଟନାୟକଙ୍କ ଘର ଛାତ ଉପରକୁ ଦୀର୍ଘ 14 ବର୍ଷ ହେଲା ଏହି ପକ୍ଷୀ ଆସୁଛନ୍ତି । ଏଠାରେ ହିଁ ଛୁଆ ଜନ୍ମ କରି, ପୁଣି ଫେରିଯାଉଛନ୍ତି
#ArgusNews #Odisha #Bhubaneswar #BulbulBird