ପରମ୍ପରା ଅନୁଯାୟୀ ଭଉଁରୀ ଅବସରରେ ପ୍ରତ୍ୟକ ରଥର ଦୁଇଟି ଚକରେ ଗୋଟିଏ ଲେଖାଏଁ ଅଖ ଡେରା ହେବାର ବିଧିବିଧାନ ରହିଛି। ଏହାକୁ ଦୃଷ୍ଟିରେ ରଖି ମହାରଣା ସେବକଙ୍କ ଦ୍ବାରା ଆବଶ୍ୟକ ସଂଖ୍ୟକ ଅଖ ଓ ଚକ ନିର୍ମାଣ ଶେଷ ହୋଇଛି
#ArgusNews #Odisha #NewsChannel #ArgusNewsTV #Puri #Ratha_Work #Rituals