ଶିକ୍ଷାରେ ଆଞ୍ଚଳିକ ଭାଷାକୁ ଗୁରୁତ୍ବ । ଦେଶରେ ଗବେଷଣା ବ୍ୟବସ୍ଥାକୁ ମଜବୁତ କରିବାକୁ ପଦକ୍ଷେପ । ଜାତୀୟ ଅନୁସନ୍ଧାନ ଫାଉଣ୍ଡେସନ୍ ଓ ଶିକ୍ଷା ମନ୍ତ୍ରଣାଳୟର ନୂଆ ପ୍ରୟାସ । ଏକାଡେମୀ ଏବଂ ଶିଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଯୋଜନା କରିବ । NEP-2020 ଅଧୀନରେ ଶିକ୍ଷା, ଅନୁସନ୍ଧାନ ଏବଂ ଦକ୍ଷତା ବିକାଶରେ ଆଞ୍ଚଳିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହନ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି I
#ArgusNews Dharmendra Pradhan #education #regional