ଅନଲାଇନ୍ ଆପ୍ ମାଧ୍ୟମରେ ଟଙ୍କା ଅର୍ଜନ କରିବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛି ଏକ କମ୍ପାନୀ । ଗଜପତି ଜିଲ୍ଲାର ୩ ହଜାରରୁ ଉର୍ଦ୍ଧ ଲୋକ ଏଭଳି ଠକେଇର ଶିକାର ହୋଇଛନ୍ତି । ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବା ନେଇ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଫେରାଦ ହୋଇଛନ୍ତି ।
#Gajapati #cybercrime #cybercheating #OnlineApplication #PoliceComplaint #Odisha #ArgusNews